Author of the Year 2022 - Odia

ପୁରସ୍କାର:

ଡିଜିଟାଲ୍ ଷ୍ଟୋରି ଏବଂ ପ୍ରକାଶନରେ 'ଷ୍ଟୋରୀ ମିରର୍ ଅଥର ଅଫ୍ ଦି ଇୟର ପୁରସ୍କାର' ହେଉଛି ସବୁଠାରୁ ବଡ଼ ପୁରସ୍କାର ଯେଉଁଠାରେ ଆମେ ଦୁନିଆର କେତେକ ପ୍ରତିଭାବାନ ଏବଂ କଳ୍ପନାପ୍ରସୂତ ଲେଖକଙ୍କ ଅବିଶ୍ୱସନୀୟ ସଫଳତାକୁ ପାଳନ କରିଥାଉ । ଏହି ବ୍ୟକ୍ତିମାନେ ସେମାନଙ୍କର ଯାଦୁକରୀ ଶବ୍ଦ ସହ ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି ଏବଂ ସେମାନଙ୍କର କାର୍ଯ୍ୟ ସହିତ ସାହିତ୍ୟିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି।

ଷ୍ଟୋରିମିରର୍ ଏହିପରି ପ୍ରତିଭାକୁ ଚିହ୍ନଟ କରିବା ଏବଂ ପୁରସ୍କାର ପ୍ରଦାନ କରେ ଯାହା ଅଧିକରୁ ଅଧିକ ଲୋକଙ୍କୁ ଲେଖିବା ଏବଂ ସେମାନଙ୍କ ସଫଳତା ପାଇଁ ଗର୍ବ କରିବା ନିମନ୍ତେ ପ୍ରେରଣା ପ୍ରଦାନ କରେ।

 'ଷ୍ଟୋରୀ ମିରର୍ ଅଥର ଅଫ୍ ଦି ଇୟର ପୁରସ୍କାର'  ୨୦୨୨ର ୫ମ ସଂସ୍କରଣ ଉପସ୍ଥାପନ କରି ଆମେ ଆନନ୍ଦିତ ଓ ଗୌରାବାନ୍ୱିତ

ଏଥିସହ, 'ଷ୍ଟୋରୀ ମିରର୍ ଅଥର ଅଫ୍ ଦି ଇୟର ପୁରସ୍କାର' ୨୦୨୨ପୁରସ୍କାର ବିଜେତାମାନଙ୍କୁ ଏକ ଇଭେଣ୍ଟରେ ସମ୍ମାନିତ କରାଯିବ ଯାହାକି ସେମାନଙ୍କ ଉତ୍ସାହ ବୃଦ୍ଧି କରିବ। (ସର୍ତ୍ତାବଳୀ ଏବଂ ଚୁକ୍ତିନାମା ପ୍ରଯୁଜ୍ୟ)

ପୁରସ୍କାର ବର୍ଗ:

ଏହି ପୁରସ୍କାରଗୁଡିକ ଦୁଇଟି ଶ୍ରେଣୀରେ ୧୦  ଟି ବିଭିନ୍ନ ଭାଷାରେ ଦିଆଯାଇଛି:

ଅଥର ଅଫ୍ ଦି ଇୟର - ୨୦୨୨(ପାଠକମାନଙ୍କ ପସନ୍ଦ): ଅଥର ଅଫ୍ ଦି ଉଇକ, ପ୍ରତିଯୋଗିତାର ବିଜେତା ଏବଂ ବର୍ଷକ ମଧ୍ୟରେ ଭଲ ଲେଖା ଦକ୍ଷତା ପ୍ରଦର୍ଶନ କରିଥିବା ଅନ୍ୟ କେତେକ ଲେଖକ ଏହି ବର୍ଗରେ ମନୋନୀତ ହୋଇଛନ୍ତି । ମୋଟ ଉପରେ, ଷ୍ଟୋରିମିରର୍ ରେ ଲେଖୁଥିବା ମୋଟ ଲେଖକଙ୍କ ୨% ରୁ କମ୍ ମନୋନୀତ କରାଯାଇଛନ୍ତି । ବିଜେତାମାନେ ସେମାନଙ୍କ ଦ୍ୱାରା ପ୍ରାପ୍ତ କ୍ଲାପ ସଂଖ୍ୟା ଆଧାରରେ ନିଷ୍ପତ୍ତି ନିଆଯିବ।

ଅଥର ଅଫ୍ ଦି ଇୟର-୨୦୨୨ (ସମ୍ପାଦକଙ୍କ ପସନ୍ଦ): ଏହି ବର୍ଗର ଲେଖକମାନେ ସେମାନଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି, ଯେଉଁମାନେ କ୍ରମାଗତ ଭାବରେ ଷ୍ଟୋରିମିରର୍ ରେ ଅସାଧାରଣ ତଥା କାର୍ଯ୍ୟ ପ୍ରକାଶ କରିଛନ୍ତି। ବିଜେତାମାନେ ଶ୍ରୀ ବିଭୁ ଦତ୍ତ ରାଉତ (ସିଇଓ - ଷ୍ଟୋରିମିରର୍) ଏବଂ ସୁଶ୍ରୀ ଦିବ୍ୟା ମିରଚାନ୍ଦନୀ୍ (ମୁଖ୍ୟ ସମ୍ପାଦକ - ଷ୍ଟୋରିମିରର୍) କୁ ନେଇ ଗଠିତ ଷ୍ଟୋରିମିରର୍ ସମ୍ପାଦକୀୟ ମଣ୍ଡଳୀକୁ ନେଇ ଗଠିତ ଏକ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି।

ଲେଖକମାନେ ଯେଉଁମାନେ ଜାନୁଆରୀ ୦୧, ୨୦୨୨ ରୁ ଡିସେମ୍ବର ୩୧, ୨୦୨୨ ମଧ୍ୟରେ ଷ୍ଟୋରିମିରର୍ ଉପରେ ସେମାନଙ୍କର କାର୍ଯ୍ୟ ପ୍ରକାଶ କରିଛନ୍ତି, ସେମାନେ ୨୦୨୨ ଅଥର ଅଫ୍ ଦି ଇୟର ବିବେଚିତ ହେବେ।

ପୁରସ୍କାର:

  • ବିଜେତାମାନଙ୍କୁ ନିମ୍ନଲିଖିତ ପୁରସ୍କାର ପ୍ରଦାନ କରାଯିବ।
  • ପ୍ରତ୍ୟେକ ଭାଷାରୁ ଶ୍ରେଷ୍ଠ ବିଜେତା (ପାଠକ ଏବଂ ସମ୍ପାଦକଙ୍କ ପସନ୍ଦ) ବିଜେତା ମାନପତ୍ର ଏବଂ ବିଜେତା 'ଅଥର ଅଫ୍ ଦି ଇୟର'- ୨୦୨୨ ଟ୍ରଫି ପ୍ରାପ୍ତ କରିବେ।
  • ପ୍ରତ୍ୟେକ ଭାଷାରୁ ପ୍ରଥମ ରନର୍ସ ଅପ୍ (ପାଠକ ଏବଂ ସମ୍ପାଦକଙ୍କ ପସନ୍ଦ) ଏକ ମାନପତ୍ର ଏବଂ  'ଅଥର ଅଫ୍ ଦି ଇୟର'- ୨୦୨୨  ପ୍ରଥମ ରନର୍ସ ଅପ୍ ଟ୍ରଫି ପ୍ରାପ୍ତ କରିବେ।
  • ପ୍ରତ୍ୟେକ ଭାଷାରୁ ୨ୟ ରନର୍ସ ଅପ୍ (ପାଠକ ଏବଂ ସମ୍ପାଦକଙ୍କ ପସନ୍ଦ) ଏକ ମାନପତ୍ର ଏବଂ ୨ୟ ରନର୍ସ ଅପ୍:  'ଅଥର ଅଫ୍ ଦି ଇୟର'- ୨୦୨୨ ଟ୍ରଫି ପ୍ରାପ୍ତ କରିବେ।
  • ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୫ ବିଜେତା (ପାଠକ ଏବଂ ସମ୍ପାଦକଙ୍କ ଚୟନ) ସେମାନଙ୍କର ଇ-ବୁକ୍ ଷ୍ଟୋରିମିରର୍ ଦ୍ୱାରା ମାଗଣାରେ ପ୍ରକାଶିତ କରିବାର ସୁଯୋଗ ପାଇବେ।
  • ଟପ୍ ୧୦ (ପାଠକଙ୍କ ପସନ୍ଦ) ଏବଂ ଟପ୍ ୧୦ (ସମ୍ପାଦକଙ୍କ ପସନ୍ଦ)ଙ୍କୁ ଷ୍ଟୋରିମିରର ଦ୍ୱାରା ଏକ ମାଗଣା ପୁସ୍ତକ, ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ଏବଂ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଷ୍ଟୋରିମିରର୍ ବୁକ୍ ପ୍ରକାଶନ ପ୍ୟାକେଜ୍ ଉପରେ ୪୦ % ରିହାତି ମିଳିବ।
  • ୧୦୦ ରୁ ଅଧିକ କ୍ଲାପ୍ ପାଇଥିବା ଲେଖକମାନଙ୍କୁ ଷ୍ଟୋରିମିରରରୁ ପୁସ୍ତକ କ୍ରୟ ନିମନ୍ତ ୫୦୦ ଟଙ୍କା ମୂଲ୍ୟର ରିହାତି କୁପନ୍ ପ୍ରଦାନ କରାଯିବ।
  • ୫୦ ରୁ ଅଧିକ କ୍ଲାପ୍ ପାଇଥିବା ଲେଖକମାନଙ୍କୁ ଷ୍ଟୋରିମିରରରୁ ପୁସ୍ତକ କ୍ରୟ ନିମନ୍ତେ ୨୫୦ଟଙ୍କା ମୂଲ୍ୟର ରିହାତି କୁପନ୍ ପ୍ରଦାନ କରାଯିବ।
  • ସମସ୍ତ ମନୋନୀତ ପ୍ରତିଭାଗୀଙ୍କୁ  ଏକ ଡିଜିଟାଲ୍ ସାର୍ଟିଫିକେଟ୍ ଓ  ପୁସ୍ତକ କ୍ରୟ ନିମନ୍ତେ ୧୪୯ ଟଙ୍କା ମୂଲ୍ୟର ରିହାତି କୁପନ୍ ପ୍ରଦାନ କରାଯିବ।

ମେଗା ପୁରସ୍କାର:

ଏକ ମାଗଣା ପୁସ୍ତକ ପ୍ରକାଶନ ଚୁକ୍ତି ପାଇଁ ସର୍ବାଧିକ ସଂଖ୍ୟକ କ୍ଲାପ୍ ଥିବା ଜଣେ ଲେଖକଙ୍କୁ ଚୟନ କରାଯିବ।

ସାପ୍ତାହିକ ବିଜେତା:

ସମସ୍ତ ଭାଷାରେ ସପ୍ତାହରେ ସର୍ବାଧିକ ସଂଖ୍ୟକ କ୍ଲାପ  ପ୍ରାପ୍ତ କରିଥିବା ଏହି ତିନି ଲେଖକଙ୍କୁ ଷ୍ଟୋରିମିରର ପକ୍ଷରୁ ୩୦୦  ଟଙ୍କା ମୂଲ୍ୟର ପୁସ୍ତକ ପ୍ରଦାନ କରାଯିବ

ସପ୍ତାହଗୁଡିକ ଜାନୁଆରୀ ୧ -୭ , ଜାନୁଆରୀ ୮ -୧୪ , ଜାନୁଆରୀ ୧୫ -୨୧  ଏବଂ ଜାନୁୟାରୀ ୨୨ -୨୮  ଭାବରେ ବିବେଚନା କରାଯିବ।

ବିଶେଷ ପୁରସ୍କାର:

ନିମ୍ନଲିଖିତ ପ୍ରତ୍ୟେକ ବିଜେତାଙ୍କୁ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ:

  1. ବର୍ଷର ସର୍ବାଧିକ ଆନୁକ୍ରମିକ ଲେଖକ - ଲେଖକ ଯିଏ ୨୦୨୨ (ଜାନୁଆରୀ-ଡିସେମ୍ବର) ପାଇଁ ପ୍ରତି ମାସରେ ସର୍ବାଧିକ ପରିମାଣର ଲେଖା (କାହାଣୀ, କବିତା ଏବଂ ଅଡିଓ) ଦାଖଲ କରିଛନ୍ତି ।
  2. ବର୍ଷର ବହୁ ସୃଜନକ୍ଷମ ଲେଖକ - ଲେଖକ ଯିଏ ୨୦୨୨ ମସିହାରେ ସର୍ବାଧିକ ଲେଖା (କାହାଣୀ, କବିତା ଏବଂ ଅଡିଓ) ଦାଖଲ କରିଛନ୍ତି।
  3. ବର୍ଷର ଶ୍ରେଷ୍ଠ କବି - ପ୍ରକାଶିତ ସମସ୍ତ କବିତାରେ ସର୍ବାଧିକ ହାରାହାରି ସମ୍ପାଦକୀୟ ସ୍କୋର ହାସଲ କରିଥିବା କବି, ୨୦୨୨ ମସିହାରେ ଅତି କମରେ ୨୫ଟି କବିତା ପ୍ରକାଶିତ କରିଥିବା କବି।
  4. ବର୍ଷର ଶ୍ରେଷ୍ଠ କାହାଣୀ ଲେଖକ - ଯେଉଁ ଲେଖକଙ୍କର ୨୦୨୨ ବର୍ଷରେ ସର୍ବନିମ୍ନ ୧୫ ଟି କାହାଣୀ ପ୍ରକାଶିତ ହୋଇଛି ଏବଂ ସମସ୍ତ କାହାଣୀ ଉପରେ ସର୍ବାଧିକ ହାରାହାରି ସମ୍ପାଦକୀୟ ସ୍କୋର ହାସଲ କରିଛନ୍ତି ।
  5. ବର୍ଷର ଶ୍ରେଷ୍ଠ କଥାକାର- ଯେଉଁ କଥାକାର ବର୍ଷରେ ଅତି କମରେ ୫ ଅଡ଼ିଓ ପ୍ରକାଶ କରିଛନ୍ତି ଏବଂ ସମସ୍ତ ଅଡ଼ିଓରେ ସର୍ବାଧିକ ହାରାହାରି ସମ୍ପାଦକୀୟ ସ୍କୋର ଗ୍ରହଣ କରନ୍ତି।
  6. ବର୍ଷର ଶ୍ରେଷ୍ଠ କୋଟ ଲେଖକ- ଲେଖକମାନେ ଯିଏ ବର୍ଷରେ ସର୍ବାଧିକ କୋଟ୍ ପ୍ରକାଶ କରିଛନ୍ତି, ଯାହାଙ୍କର ସର୍ବନିମ୍ନ ୧୦୦ଟି କୋଟ ପ୍ରକାଶିତ ହୋଇଥିବ ଏବଂ ସମ୍ପାଦକୀୟ ଦଳ ଦ୍ୱାରା ମନୋନୀତ ହୋଇଥିବ।
  7. ବର୍ଷର ଉଦୀୟମାନ ଲେଖକ - ଲେଖକମାନେ ଯେଉଁମାନେ ୨୦୨୨ ମସିହାରେ ଷ୍ଟୋରିମିରର୍ ଉପରେ ଲେଖିବା ଆରମ୍ଭ କରିଥିଲେ ଏବଂ ବର୍ଷରେ ପ୍ରକାଶିତ ସର୍ବନିମ୍ନ ୨୫ ଟି ଆର୍ଟିକିଲରେ ସର୍ବାଧିକ ହାରାହାରି ସମ୍ପାଦକୀୟ ସ୍କୋର ହାସଲ କରିଛନ୍ତ।

ସର୍ତ୍ତାବଳୀ ଏବଂ ଚୁକ୍ତିନାମା

  • କ୍ଲାପ ପାଇବା ପାଇଁ ଅନୁପଯୁକ୍ତ ଆଚରଣରେ ଦୋଷୀ ପ୍ରାର୍ଥୀମାନେ ସର୍ବାଧିକ ସଂଖ୍ୟକ କ୍ଲାପ ପାଇବା ପରେ ମଧ୍ୟ ଅଯୋଗ୍ୟ ହେବେ। ନକଲି ID, ଅସ୍ଥାୟୀ ମେଲ୍ ID ଇତ୍ୟାଦିରୁ ପ୍ରାପ୍ତ କ୍ଲାପ ଏଥିରେ ଅନ୍ତର୍ଭୂକ୍ତ କରେ । ଷ୍ଟୋରିମିରର୍ ନିୟମିତ ଭାବରେ ସମସ୍ତ କ୍ଲାପର ସମୀକ୍ଷା କରିବ ଏବଂ ଏହିପରି ସମସ୍ତ କ୍ଲାପ ସଂପୃକ୍ତ ସଂଖ୍ୟାରୁ ଅପସାରଣ କରାଯିବ । ଆହୁରି ମଧ୍ୟ, ଷ୍ଟୋରିମିରର୍ ଏପରି ଲେଖକମାନଙ୍କୁ କେବେବି ପ୍ରୋତ୍ସାହିତ କରିବ ନାହିଁ ।
  • ଇ-ବୁକ୍ / ପେପରବ୍ୟାକ୍ ବୁକ୍ ପ୍ରକାଶନ କେବଳ ଷ୍ଟୋରିମିରର୍ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଏବଂ ମାନଦଣ୍ଡ ପୂରଣ କରିବା ପରେ କରାଯିବ।
  • ବିଜେତା ସ୍ଥିର କରିବାରେ ଷ୍ଟୋରିମିରରର ନିଷ୍ପତ୍ତି ଚୂଡ଼ାନ୍ତ ହେବ।
  •  ପୁରସ୍କାର ବିତରଣ ଉତ୍ସବ ଷ୍ଟୋରିମିରର୍ ଦ୍ୱାରା ଏହାର ନିଜସ୍ୱ ବିବେଚନାରେ ଆୟୋଜିତ ହେବ ଏବଂ ଏହି ଅଧିକାର ନିଜେ ସୁରକ୍ଷିତ ରଖିଥାଏ।


Anil Kumar
[ YEAR 2022 ]
| 1


Login to Clap

Arjun Das
[ YEAR 2022 ]
| 79


Login to Clap

Bhakti Samanta
[ YEAR 2022 ]
| 11


Login to Clap

Budhadeba Nayak
[ YEAR 2022 ]
| 85


Login to Clap

Gayatri Sahoo
[ YEAR 2022 ]
| 1


Login to Clap

Gopal Das
[ YEAR 2022 ]
| 112


Login to Clap

Jyoti jyoti
[ YEAR 2022 ]
| 57


Login to Clap

linki barik
[ YEAR 2022 ]
| 1


Login to Clap

lLeena Pani
[ YEAR 2022 ]
| 44


Login to Clap

Malaya Behera
[ YEAR 2022 ]
| 1


Login to Clap

Manas Das
[ YEAR 2022 ]
| 1


Login to Clap

Mili rout
[ YEAR 2022 ]
| 3


Login to Clap

Papu parida
[ YEAR 2022 ]
| 105


Login to Clap

samhita jena
[ YEAR 2022 ]
| 16


Login to Clap

Sasmita Das
[ YEAR 2022 ]
| 24


Login to Clap

SUJATA MISHRA
[ YEAR 2022 ]
| 2


Login to Clap